vector-img

ବିଭୁତି ଭୂଷଣ ଜେନା

ଗୋପାଳପୁର ନିର୍ବାଚନ ମଣ୍ଡଳୀ

ବିଧାୟକ ପ୍ରାର୍ଥୀ, ଭାରତୀୟ ଜନତା ପାର୍ଟି

ବଦଳିବ ଏ ନବୀନ ସରକାର ! ମୋଦୀ ଗ୍ୟାରେଣ୍ଟି ରେ ଗୋପାଳପୁର ସହରର ହେବ ବିକାଶ | ଏଥର ପରିବର୍ତ୍ତନ ନିଶ୍ଚୟ | ଏଥର ନିର୍ବାଚନ ଲଢ଼ିବେ ଗୋପାଳପୁର ସହରର ଜନତା | ଡବଲ ଇଞ୍ଜିନ ସରକାରରେ ଲାଗିବ ମୋହର |

vector-img

# Our Services

ଜଳ ଜୀବନ ମିଶନ ମୋଦୀଙ୍କ ଗ୍ୟାରେଣ୍ଟି

ଜଳ ଜୀବନ ମିଶନ ମାଧ୍ଯମରେ ଓଡ଼ିଶାରେ ୬୧ ଲକ୍ଷରୁ ଅଧିକ ପରିବାରଙ୍କୁ ଟ୍ୟାପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଉଛନ୍ତି ।

ମାଗଣା ଚିକିତ୍ସାର ସୁବିଧା ମୋଦୀଙ୍କ ଗ୍ୟାରେଣ୍ଟି

୭୦ ବର୍ଷ ଆୟୁ ଉପରେ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇବେ ।

କୃଷକଙ୍କ ସମୃଦ୍ଧି ମୋଦୀଙ୍କ ଗ୍ୟାରେଣ୍ଟି

ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ଓଡ଼ିଶାରେ ୨୭.୬୫ ଲକ୍ଷ କୃଷକଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଉଛି।

ଜନ ଧନ ଯୋଜନା ମାଧ୍ୟମରେ ଜନ ସୁରକ୍ଷା

ଓଡ଼ିଶାରେ ୨.୧୨ କୋଟିରୁ ଅଧିକ ହିତାଧିକାରୀ ଲାଭ ପାଉଛନ୍ତି । ଏଥିରେ ୫୬ ପ୍ରତିଶତ ମହିଳା ସାମିଲ ଅଛନ୍ତି ।